• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବାରବାଟୀରେ T-20 ମ୍ୟାଚକୁ ନେଇ ଓସିଏର ପ୍ରସ୍ତୁତି, ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ଗ୍ୟାଲେରୀରେ ୩ ହଜାର ସିଟ କମିବ

by Voice of Victims
November 28, 2025
in ଆଞ୍ଚଳିକ ଖବର, କ୍ରୀଡା, ମୁଖ୍ୟ ଖବର, ରାଜ୍ୟ
ବାରବାଟୀରେ T-20 ମ୍ୟାଚକୁ ନେଇ ଓସିଏର ପ୍ରସ୍ତୁତି, ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ଗ୍ୟାଲେରୀରେ ୩ ହଜାର ସିଟ କମିବ

କଟକ : କଟକ ବାରବାଟୀରେ ଦ.ଆଫ୍ରିକା-ଭାରତ ମ୍ୟାଚ ନେଇ ଓସିଏର ପ୍ରସ୍ତୁତି । ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ଗ୍ୟାଲେରୀରେ ୩ ହଜାର ସିଟ କମିବ । ଏନେଇ ପ୍ରତିକ୍ରିୟା ରଖିଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା । ସିଟ ସଂଖ୍ୟା ହ୍ରାସ କରିବା ନେଇ କମିଶନରେଟ ପୋଲିସର ପରାମର୍ଶ ଥିଲା । ମହିଳାଙ୍କ ପାଇଁ କାଉଣ୍ଟରରେ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା ରହିବ । ଟିକେଟ କିଣିବା ପାଇଁ ଉଭୟ ପ୍ରବେଶ-ପ୍ରସ୍ଥାନ ଦ୍ବାର ରହିବ। ବିଦ୍ୟୁତ ବିଭ୍ରାଟ ନ ହେବା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି ।

ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ଟି -20 ମ୍ୟାଚ୍ ପାଇଁ ବାରବାଟୀରେ ସ୍ବତନ୍ତ୍ର ଆଲୋକୀକରଣ ବ୍ୟବସ୍ଥା ହୋଇଛି । ବିଦ୍ଯୁତ ବିଭ୍ରାଟ ନହେବା ପାଇଁ OCA ପକ୍ଷରୁ ବିଶେଷ ବ୍ଯବସ୍ଥା କରାଯାଇଛି । ଏଥର ଆଠଟି ଫ୍ଲଡ୍ ଲାଇଟ ଏବଂ ୧୮ଟି ଜେନେରେଟର ବ୍ୟବସ୍ଥା କରାଯାଇଛି । ପ୍ରତି ଫ୍ଲଡ୍ ଲାଇଟ୍ ପାଇଁ ଦୁଇଟି ଡିଜି। ବ୍ୟାକ ଅପ୍ ପାଇଁ ରହିଛି ଅନ୍ୟ ଦୁଇଟି ଅତିରିକ୍ତ ଡିଜି ସେଟ୍ । ପ୍ରତି ଡିଜିର କ୍ଷମତାକୁ ବୃଦ୍ଧି କରି ଚାରିଶହ କେ.ଭି କରାଯାଇଛି ।ପ୍ରଥମ ଥର ପାଇଁ ବାରବାଟୀରେ ହେବ ଫ୍ଲଡ୍ ଲାଇଟ୍ କଣ୍ଟ୍ରୋଲ ରୁମ ।

କୌଣସି ଏଲଇଡିରେ ସମସ୍ୟା ସୃଷ୍ଟି ହେଲେ, ତୁରନ୍ତ କଣ୍ଟ୍ରୋଲ ରୁମ ପାଖରେ ପହଞ୍ଚିବ ସୂଚନା। ପ୍ରଥମ ଥର ପାଇଁ ଫ୍ଲଡ୍ ଲାଇଟ୍ ଗୁଡ଼ିକରେ ଡି.ଏମ.ଏସ୍ ଆଲୋକିକରଣ ବ୍ୟବସ୍ଥା କରାଯାଉଛି । କନ୍ସର୍ଟ ଭଳି ବାତାବରଣ ସୃଷ୍ଟି କରିବ ଏହି ଅତ୍ୟାଧୁନିକ ବ୍ୟବସ୍ଥା। ଉଭୟ ଟିମର ଖେଳାଳିଙ୍କୁ ଏହି ଲାଇଟ୍ ମାଧ୍ୟମରେ ସ୍ବାଗତ କରାଯିବ ।

Post Views: 69
Share203Tweet127Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In