• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଓଡ଼ିଶା ବିଧାନସଭା ଫଳାଫଳ: ଜାଣନ୍ତୁ କିଏ କେଉଁ ଆସନରୁ ଜିତିଲେ

by Voice of Victims
June 4, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଓଡ଼ିଶା ବିଧାନସଭା ଫଳାଫଳ: ଜାଣନ୍ତୁ କିଏ କେଉଁ ଆସନରୁ ଜିତିଲେ

ଭୁବନେଶ୍ଵର: ଆଜି ଓଡିଶା ବିଧାନସଭା ଆସନ ପାଇଁ ଭୋଟ ଗଣତି ପ୍ରାୟ ସରିବା ପାଖାପାଖି। ଇତିମଧ୍ୟରେ କେତେକ ସ୍ଥାନରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇସାରିଛି। ରାଜ୍ୟରେ ବିଜେପି ଆଗୁଆ ରହି ସରକାର ଗଠନ କରିବା ସ୍ପଷ୍ଟ ହେବାରେ ଲାଗିଛି। ବିଜେଡି ମ୍ୟାଜିକ୍ ସଂଖ୍ୟା ଛୁଇଁବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ତେବେ କିଏ ବର୍ତ୍ତମାନ ସୁଦ୍ଧା ବିଜୟ ଲାଭ କରିସାରିଛନ୍ତି ଚାଲନ୍ତୁ ସେମାନଙ୍କ ନାମ ଜାଣିବା। 

କିଏ କେଉଁ ଆସନରୁ ଜିତିଲେ
ବ୍ରଜରାଜନଗର- ସୁରେଶ ପୂଜାରୀ(ବିଜେପି)
ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ(ବିଜେପି)
ଚିତ୍ରକୋଣ୍ଡା- ମଙ୍ଗୁ ଖିଲ(କଂଗ୍ରେସ)
ରଘୁନାଥପାଲ୍ଲୀ- ଦୁର୍ଗା ତନ୍ତୀ(ବିଜେପି)
ମାଲକାନଗିରି- ନରସିଂହ ମାଡ଼କାମୀ(ବିଜେପି)
ଆଳି- ପ୍ରତାପ ଦେବ(ବିଜେଡି)
କୁଚିଣ୍ଡା- ରବି ନାୟକ(ବିଜେପି)
ଭୁବନେଶ୍ୱର(ମଧ୍ୟ)- ଅନନ୍ତ ନାରାୟଣ ଜେନା(ବିଜେଡି)
ବାଙ୍କୀ- ଦେବୀ ରଂଜନ ତ୍ରିପାଠୀ(ବିଜେଡି)
ଦଶପଲ୍ଲା- ରମେଶ ବେହେରା(ବିଜେଡି)
ବିଝାଂରପୁର- ପ୍ରମିଳା ମଲ୍ଲିକ(ବିଜେଡି)
ଜଗତସିଂହପୁର- ଅମରେନ୍ଦ୍ର ଦାସ(ବିଜେପି)
ଆଠମଲ୍ଲିକ- ନଳିନୀକାନ୍ତ ପ୍ରଧାନ(ବିଜେଡି)
ଅନୁଗୁଳ- ପ୍ରତାପ ଚନ୍ଦ୍ର ପ୍ରଧାନ(ବିଜେପି)
ବରଗଡ଼- ଅଶ୍ୱିନୀ ଷଡ଼ଙ୍ଗୀ(ବିଜେପି)
କେନ୍ଦୁଝର- ମୋହନ ମାଝୀ(ବିଜେପି)
ରଣପୁର- ସୁରମା ପାଢ଼ୀ(ବିଜେପି)
ସମ୍ବଲପୁର- ଜୟନାରାୟଣ ମିଶ୍ର(ବିଜେପି)
ଆନନ୍ଦପୁର- ଅଭିମନୁ୍ୟ ସେଠୀ(ବିଜେଡି)
ଧର୍ମଗଡ଼- ସୁଧିର ପାଟ୍ଟଯୋଶୀ(ବିଜେପି)
ବାଲିଗୁଡ଼ା- ଚନ୍ଦ୍ରମଣି କହଁର(ବିଜେଡି)
ଭବାନୀପାଟଣା- ସାଗର ଦାସ(କଂଗ୍ରେସ)
ଅତାବିରା- ନିହାର ମହାନନ୍ଦ(ବିଜେପି)
ବଡ଼ସାହି- ସନାତନ ବିଜୁଳି(ବିଜେପି)
ଟିଟିଲାଗଡ଼- ନବୀନ ଜୈନ(ବିଜେପି)
ସାନଖେମୁଣ୍ଡି-ରମେଶ ଜେନା(କଂଗ୍ରେସ)
ଖଣ୍ଡପଡ଼ା- ଦୁଷ୍ମନ୍ତ ସ୍ୱାଇଁ(ବିଜେପି)
କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ(ବିଜେପି)
ଘଷିପୁରା- ବଦ୍ରିନାରାୟଣ ପାତ୍ର(ବିଜେଡି)
ପାଟକୁରା- ଅରବିନ୍ଦ ମହାପାତ୍ର(ବିଜେଡି)
ବାଲିଗୁଡ଼ା- ଚନ୍ଦ୍ରମଣି କହଁର(ବିଜେଡି)
ଯଶୀପୁର- ଗଣେଶ ରାମସିଂ(ବିଜେପି)
ଫୁଲବାଣୀ- ଉମାଚରଣ ମଲ୍ଲିକ(ବିଜେପି)
କଣ୍ଟାମାଳ-କହ୍ନେଇ ଚରଣ ଡାଙ୍ଗ(ବିଜେପି)
କୋରାପୁଟ- ରଘୁରାମ ମାଛ(ବିଜେପି)
ବଡ଼ଚଣା-ଅମର ନାୟକ(ବିଜେପି)
କଟକ ସଦର- ପ୍ରକାଶ ସେଠୀ(ବିଜେପି)
ନୂଆପଡ଼ା- ରାଜେନ୍ଦ୍ର ଢ଼ୋଲକିଆ(ବିଜେଡି)
ଧର୍ମଶାଳା- ହିମାଂଶୁ ସାହୁ(ସ୍ୱାଧୀନ)
ଏକାମ୍ର ଭୁବନେଶ୍ୱର- ବାବୁ ସିଂ(ବିଜେପି)
ଚିଲିକା- ପୃଥ୍ୱୀରାଜ ହରିଚନ୍ଦନ(ବିଜେପି)
ଧାମନଗର- ସୁରଜ ସୂର୍ଯ୍ୟବଂଶୀ(ବିଜେପି)
ବୋ÷ଦ୍ଧ- ସରୋଜ ପ୍ରଧାନ(ବିଜେପି)
ଖୋର୍ଦ୍ଧା- ପ୍ରଶାନ୍ତ ଜଗଦେ୍ଦବ(ବିଜେପି)
ରାଉରକେଲା- ସାରଦା ନାୟକ(ବିଜେଡି)
ଭଂଜନଗର-ପ୍ରଦ୍ୟୁମ୍ନ ନାୟକ(ବିଜେପି)
ମାହାଙ୍ଗା- ସାରଦା ପ୍ରଧାନ(ସ୍ୱାଧୀନ)

Post Views: 29
Share207Tweet130Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In