• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବୋର୍ଡସ୍କୁଲ୍ ରେ ଆରମ୍ଭ ହେଲା ପୁରୁଣା ପ୍ରଥା ଓ ପରମ୍ପରା

by Voice of Victims
November 2, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ବୋର୍ଡସ୍କୁଲ୍ ରେ ଆରମ୍ଭ ହେଲା ପୁରୁଣା ପ୍ରଥା ଓ ପରମ୍ପରା

କଟକ: ସେକେଣ୍ଡାରୀ ବୋର୍ଡ ହାଇ ସ୍କୁଲରପୁରୁଣା ଦିନମାନଙ୍କରେ କୌଣସି ଦିନ ଶ୍ରେଣୀରେ ପୂର୍ଣ୍ଣ ଉପସ୍ଥାନ ହେଲେ ଶ୍ରେଣୀ ସମ୍ମୁଖରେ ମେରୁନ ବା ନାଲି ରଙ୍ଗର ପତକା ଉଡାଇବାର ଏକ ସୁନ୍ଦର ପରମ୍ପରା ଥିଲା। ସେହିପରି ସାତ ଦିନ ପୂର୍ଣ୍ଣ ଉପସ୍ଥାନ ହେଲେ ନୀଳ ପତାକା ଏବଂ ଏକମାସ ପୂର୍ଣ୍ଣ ଉପସ୍ଥାନ ହେଲେ ସବୁଜ ପତାକା ଉଡାଯାଉଥିଲା। କାଳକ୍ରମେ ସେ ସବୁ ପ୍ରଥା ଆଉ ଏବେ ଦେଖିବାକୁ ମିଳୁନଥିଲା। କିଛି ବର୍ଷ ହେଲା ପୂର୍ଣ୍ଣ ଉପସ୍ଥାନ ପାଇଁ ରଙ୍ଗୀନ ପତାକା ଉଡାଇବା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲାଣି। ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିଵା ହୀରକ ଜୟନ୍ତୀ ଉତ୍ସବ ପରିପ୍ରେକ୍ଷୀରେ ସେହି ପୁରୁଣା ଓ ସୁନ୍ଦର ପ୍ରଥା ସବୁକୁ ପୁଣି ଥରେ ଆରମ୍ଭ କରିବା ପାଇଁ ୧୯୮୬ ବ୍ୟାଚ୍ ର ଛାତ୍ର-ଛାତ୍ରୀମାନେ ଉଦ୍ୟମ କରିଛନ୍ତି।

ସ୍କୁଲ ପ୍ରଧାନ ଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ର ସଂସଦର ମିଳିତ ଉଦ୍ୟମରେ ଆଜି ପୁରୁଣା ପରମ୍ପରାକୁ ପୁଣି ଥରେ ଆରମ୍ଭ କରଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମକୁ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦୈତ୍ୟାରୀ ସାହୁ ପତାକା ଧରି ଆରମ୍ଭ କରିଥିଲେ। ଏହି ଅବସରରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ଶତପଥୀ, ପୁରାତନ ଛାତ୍ର ସଂସଦ ସମ୍ପାଦକ ସୁବ୍ରତ ମହାନ୍ତି, କାର୍ଯ୍ୟକାରୀ କମିଟି ସଭ୍ୟ ମୋତିପ୍ରକଶ ରଥ, ୧୮୯୬ ବ୍ୟାଚ୍ ର ଛାତ୍ର-ଛାତ୍ରୀ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ଜାନୁଆରୀ ମାସରୁ ଅନ୍ୟ ଏକ ବିଲୁପ୍ତ ପରମ୍ପରା ଆମ ଭାରତ ଯୋଜନା କୁ ଆରମ୍ଭ କରାଯିବ ବୋଲି ୧୯୮୬ ବ୍ୟାଚ୍ ତରଫରୁ ସ୍ଥିର କରାଯାଇଥିଲା।

Post Views: 57
Share201Tweet126Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In