• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

୨୦ ଗ୍ରାମ ବ୍ରାଉନ ସୁଗାର ଜବତ ଏକ ଗିରଫ

by Voice of Victims
August 31, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
୨୦ ଗ୍ରାମ ବ୍ରାଉନ ସୁଗାର ଜବତ ଏକ ଗିରଫ

ରଣପୁର ୩୧/୦୮: ରଣପୁର ଏନଏସି ସ୍ଥିତ ମଣିନାଗ ଗେଟ ନିକଟରୁ ଶନିବାର ବିଳମ୍ବିତ ରାତ୍ରିରେ ରଣପୁର ପୋଲିସ ପେଟ୍ରୋଲିଙ୍ଗ ବେଳେ ଜଣେ ଯୁବକଙ୍କୁ ଚଢ଼ାଉ କରି ପକେଟରୁ ୨୦ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ସହ ତାକୁ ଗିରଫ କରିଥିବାବେଳେ ରବିବାର ତାକୁ କୋଟ ଚାଲାଣ କରିଥିବା ରଣପୁର ଥାନା ଅଧିକାରୀ ଆଶିଷ ଦେବ ସାହୁ ପ୍ରକାଶ କରିଛନ୍ତି l

ଗିରଫ ବ୍ୟକ୍ତି ଇସାକ ଖାନ ଓରଫ ଠୂଳିଆ ଙ୍କୁ ରବିବାର କୋଟ ଚାଲାଣ କରାଯାଇଥିବା ବେଳେ ବେଲ ନାମାଞ୍ଜୁର ହେବାରୁ ତାକୁ ଜେଲ ହାଜତ କୁ ପଠାଇଦିଆଯାଇଥିବା ସୂଚନା ମିଳିଛି l

Post Views: 41
Share199Tweet124Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In