• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବାଣ ବିସ୍ପୋରଣରେ ଜଣେ ମୃତ, ଧମାକାରେ ଉଡ଼ିଗଲା ଘର

by Voice of Victims
January 18, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ବାଣ ବିସ୍ପୋରଣରେ ଜଣେ ମୃତ, ଧମାକାରେ ଉଡ଼ିଗଲା ଘର

କଟକ : ବାଣ ଭିଡୁ ଭିଡୁ ଅଘଟଣ। କଟକ ଖଲର୍ଧା ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ । ଧମାକାରେ ଉଡ଼ିଗଲା ଘର । ପୋଡ଼ିହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ କଟକ ସଦର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଁଚି ମୃତକଙ୍କୁ କଟକ ଏସିବିକୁ ସ୍ଥାନାନ୍ତର କରିଥିଲା । ବେଆଇନ ଭାବରେ ବାଣ ବ୍ୟବସାୟ ଚାଲିଥିଲା ବୋଲି ସୂଚନା ମିଳିଛି ।

ବିସ୍ପୋରଣର ମାତ୍ର ଏତେ ଅଧିକ ଥିଲା ଯେ ଆଖ ପାଖ ଅଞ୍ଚଳ ଦୋହଲି ଯାଇଥିଲା । ଖଲର୍ଧା ଗ୍ରାମର ବୈକୁଣ୍ଠ ସାମଲଙ୍କ ଘରେ ଚାଲିଥିଲା ଏହି ବେଆଇନ ବାଣ ଭିଡା ଓ ବାଣ ବ୍ୟବସାୟ । ବହୁ ବର୍ଷ ଧରି ଏଠି ବାଣ ଭିଡା ହେବା ସହ ବ୍ୟବସାୟ ଚାଲିଥିଲା ବୋଲି ଅଭିଯୋଗ ହୋଇଛି । ଆଜି ବାଣ ବିସ୍ପୋରଣ ଘଟି ଖଲର୍ଧା ଗ୍ରାମର ସୁରେଶ ଭୋଇ (52) ଙ୍କର ମୃତ୍ୟୁ ଘଟିଛି । ବିସ୍ପୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଆଖ ପାଖ ଲୋକଙ୍କ ଘରର କାଚ ଝରକା ଭାଙ୍ଗି ଯାଇଥିଲା ।

Post Views: 18
Share197Tweet123Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In