• About Us
  • Contact Us
Tuesday, February 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜଧାନୀରେ ପୁଣି ମାଡ଼ିଗଲା ଆମ ବସ୍, ଚାଳକ ଆହତ

by Voice of Victims
February 17, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରାଜଧାନୀରେ ପୁଣି ମାଡ଼ିଗଲା ଆମ ବସ୍, ଚାଳକ ଆହତ

ଭୁବନେଶ୍ବର: ରାଜଧାନୀରେ ପୁଣି ମାଡ଼ିଗଲା ଆମ ବସ । ଯାହା ଫଳରେ ଚାଳକ ଆହତ । ଜନପଥରେ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ବସ ଭଙ୍ଗାରୁଜା କରିଥିଲେ । ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା ।

ଭଙ୍ଗାରୁଜା କରିବାକୁ ଉସୁକାଉଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା । ରାଜଧାନୀରେ ନିୟମିତ ଆମ ବସ ଦୁର୍ଘଟଣା ଯାତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।

Post Views: 22
Share198Tweet124Send
Voice of Victims

Voice of Victims

Recent Posts

  • ଯାଜପୁର ଏନ.ସି ହାଇସ୍କୁଲର ପ୍ଲାଟିନିୟମ ଜୁବୁଲି ଉତ୍ସବ
  • ଦ୍ୱିତୀୟ ବୈତରଣୀ ପ୍ରାବନ୍ଧ ସାହିତ୍ୟ ସମ୍ମାନ 2026 ରେ ସମ୍ମାନିତ ହେଲେ ଡକ୍ଟର ପ୍ରଭାତ କୁମାର ସାହୁ
  • ଟି୨୦ ବିଶ୍ବକପ ୨୦୨୬ରୁ ବିଦା ହେଲା ଅଷ୍ଟ୍ରେଲିଆ, ପ୍ରଥମ ଥର ପାଇଁ ସୁପର-୮କୁ ଗଲା ଜିମ୍ବାୱେ
  • ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିଖ ରହମାନ, ଭାରତ ତରଫରୁ ଓମ୍ ବିରଲା ଉପସ୍ଥିତ
  • ଓଡ଼ିଶା ବିଧାନସଭାରେ ରାଜ୍ୟପାଳଙ୍କ ବିକାଶର ରୋଡମ୍ୟାପ୍, ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଠନର ଲକ୍ଷ୍ୟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In