Latest Post

ସମ୍ବଲପୁରରେ ମା ସମଲେଶ୍ଵରୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସମ୍ବଲପୁରରେ ମା ସମଲେଶ୍ଵରୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସମ୍ବଲପୁର: ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ଵରୀଙ୍କ ଦର୍ଶନ କରିନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମା’ଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରିବା ସହ ଓଡ଼ିଶାବାସୀଙ୍କ...

ଇସ୍କନ ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନେବୁ, ମହାପ୍ରଭୁଙ୍କ ସବୁ ନୀତି ନିଜେ ମହାପ୍ରଭୁ ନିର୍ଦ୍ଧାରଣ କରିଛନ୍ତି: ଗଜପତି ମହାରାଜ

ଇସ୍କନ ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନେବୁ, ମହାପ୍ରଭୁଙ୍କ ସବୁ ନୀତି ନିଜେ ମହାପ୍ରଭୁ ନିର୍ଦ୍ଧାରଣ କରିଛନ୍ତି: ଗଜପତି ମହାରାଜ

ଭୁବନେଶ୍ୱର : ମହାପ୍ରଭୁଙ୍କ ସବୁ ନୀତି ନିଜେ ମହାପ୍ରଭୁ ନିର୍ଦ୍ଧାରଣ କରିଛନ୍ତି  ।  ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନେବୁ ।  ଆଜି ଇସ୍କନର ଅଦିନିଆ...

ପଥର ଖଣି ନିକଟରୁ ନିଖୋଜ ଯୁବତୀଙ୍କ ଗଳିତ ଶବ ଉଦ୍ଧାର, ଘଟଣାକୁ ନେଇ ଶୋକାକୁଳ ଅବସ୍ଥାରେ ପରିବାର ଲୋକେ

ପଥର ଖଣି ନିକଟରୁ ନିଖୋଜ ଯୁବତୀଙ୍କ ଗଳିତ ଶବ ଉଦ୍ଧାର, ଘଟଣାକୁ ନେଇ ଶୋକାକୁଳ ଅବସ୍ଥାରେ ପରିବାର ଲୋକେ

ରଣପୁର ୦୭/୦୯:(ଆପ୍ର): ରଣପୁର ଥାନା ଅନ୍ତର୍ଗତ ହରିପୁର ଗ୍ରାମର ଶରତ ପରିଡା ଙ୍କ ଏକମାତ୍ର କନ୍ୟା ନିରୁପମା ପରିଡା ଭୁବନେଶ୍ୱର ପାତ୍ରପଡାରେ କେୟାର ଟେକର ଭାବେ କାର୍ଯ୍ୟ...

ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ତୃତୀୟ ମାସିକ ବୈଠକ ଅନୁଷ୍ଠିତ

ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ତୃତୀୟ ମାସିକ ବୈଠକ ଅନୁଷ୍ଠିତ

ରଣପୁର, ୦୬/୦୯ : ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରର ପାମ୍ପଡା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି...

ଆନ୍ଦୋଳନରୁ ନିବୃତ୍ତ ରହିବାକୁ ଶିକ୍ଷକଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ, ସମସ୍ତ କଥା ଜାଣିବା ବୁଝିବାକୁ ସମୟ ଆବଶ୍ୟକ

ଆନ୍ଦୋଳନରୁ ନିବୃତ୍ତ ରହିବାକୁ ଶିକ୍ଷକଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ, ସମସ୍ତ କଥା ଜାଣିବା ବୁଝିବାକୁ ସମୟ ଆବଶ୍ୟକ

ଭୁବନେଶ୍ଵର : ଆନ୍ଦୋଳନରୁ ନିବୃତ୍ତ ରୁହନ୍ତୁ । ଶିକ୍ଷକଙ୍କୁ ଏଭଳି ପରାମର୍ଶ ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସରକାର, ଶିକ୍ଷକଙ୍କ ସମସ୍ୟା ପ୍ରତି ଅବଗତ ଓ ସଚେତନ...

କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର : କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ କହିଲେ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ । ବୁଢ଼ାବଳଙ୍ଗ, ବୈତରଣୀ ସମେତ ପ୍ରମୁଖ ନଦୀ ବିପଦ ସଙ୍କେତ ତଳେ...

ଆସନ୍ତା ସପ୍ତାହରେ ଆସୁଛି ଆଉ ଏକ ଲଘୁଚାପ, ୩୦ରୁ ୪୦ କିଲୋମିଟର ବେଗରେ ବହିପାରେ ପବନ

ଆସନ୍ତା ସପ୍ତାହରେ ଆସୁଛି ଆଉ ଏକ ଲଘୁଚାପ, ୩୦ରୁ ୪୦ କିଲୋମିଟର ବେଗରେ ବହିପାରେ ପବନ

ଭୁବନେଶ୍ବର : ପିଛା ଛାଡ଼ୁନି ଲଘୁଚାପ । ଆସନ୍ତା ସପ୍ତାହରେ ଆସୁଛି ଆଉ ଏକ ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି...

ଆସନ୍ତା ୯ରେ ଉପ ରାଷ୍ଟ୍ରପତି ନିର୍ବାଚନ, ଆଜି ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ପିଏସି ବୈଠକ

ଆସନ୍ତା ୯ରେ ଉପ ରାଷ୍ଟ୍ରପତି ନିର୍ବାଚନ, ଆଜି ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ପିଏସି ବୈଠକ

ଭୁବନେଶ୍ବର: ଆସନ୍ତା ୯ତାରିଖରେ ଉପ ରାଷ୍ଟ୍ରପତି ନିର୍ବାଚନ ନେଇ କଣ ରହିବ ବିଜେଡିର ଆଭିମୁଖ୍ୟ । ଆଜି ସନ୍ଧ୍ୟାରେ ବସୁଛି ବ୍ରେଠକ ।ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ିର ଆଭିମୁଖ୍ୟ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଏହାରି ଭିତରେ ଆଜି ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ପିଏସି ବୈଠକ ଆଜି ସନ୍ଧ୍ୟାରେ ନବୀନ ନିବାସରେ ରାଜନୈତିକ ବ୍ୟାପାର କମିଟି–ପିଏସି ବୈଠକ ଅନୁଷ୍ଠିତ ହେବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ପିଏସି ବୈଠକରେ ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ସୁଦାମ ମାର୍ଣ୍ଡି, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରଣବପ୍ରକାଶ ଦାସ, ଟୁକୁନି ସାହୁ, ସସ୍ମିତ ପାତ୍ର ଓ ସନ୍ତୃପ୍ତ ମିଶ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ଏଥିସହ ବିଗତ ତିନିଟି ଉପ ରାଷ୍ଟ୍ରପତି ନିର୍ବାଚନ ଦେଖିଲେ, ସମର୍ଥନ ନେଇ ବିଜେଡିର କୌଣସି ଏକ ନିର୍ଦ୍ଦିଷ୍ଟ ଧାରା ନାହିଁ । ବିଜେଡି ଏନଡିଏ ଛାଡ଼ିବା ପରଠାରୁ ସମଦୂରତା ନୀତିରେ ରହିଛି । କୌଣସି ଏକ ନିର୍ଦ୍ଦିଷ୍ଟ ଧାରାରେ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂ କରି ନାହାନ୍ତି ବିଜେଡି ସାଂସଦ । ୨୦୨୨ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ କରିଥିଲା । ୨୦୧୭ରେ ଉପରାଷ୍ଟ୍ରପତି ନିର୍ବାଚନରେ ୟୁପିଏ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଦେଇଥିଲା ।  ଜାଣିରଖନ୍ତୁ ଯେ, ୨୦୧୨ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିଥିଲା ବିଜେଡି । ଏହି ନିର୍ବାଚନରେ ଭୋଟ୍ ଦେଇ ନଥିଲା ବିଜେଡି । ଏଥର ବିଜେଡି କ‘ଣ କରିବ? ସଂସଦରେ ଏନଡିଏର ୪୨୨ ସାଂସଦଙ୍କ ସମର୍ଥନ ରହିଛି । ଇଣ୍ଡିଆ ମେଣ୍ଟ ହାତରେ ରହିଛି ୩୧୩ ଜଣଙ୍କ ସମର୍ଥନ...

Page 135 of 670 1 134 135 136 670

Stay Connected

Recommended

Most Popular

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.