ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ, ସ୍ତ୍ରୀ ଘରଛାଡ଼ି ଚାଲିଯାଇଥିବାରୁ ବିଚଳିତ ଥିଲେ ଅଭିଯୁକ୍ତ
ଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଉତ୍ତର ପଶ୍ଚିମ ଜିଲ୍ଲାର ସ୍ୱତନ୍ତ୍ର କର୍ମଚାରୀ ଦଳ ଗାଜିଆବାଦରୁ ଗିରଫ କରିଛି...















