• About Us
  • Contact Us
Saturday, February 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବଲିଭିଆରେ ନୂଆ ନୋଟ ନେଇ ଯାଉଥିବା ବିମାନ ଦୁର୍ଘଟଣା, ୧୫ ମୃତ, ୩୦ ଆହତ

by Voice of Victims
February 28, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ବଲିଭିଆରେ ନୂଆ ନୋଟ ନେଇ ଯାଉଥିବା ବିମାନ ଦୁର୍ଘଟଣା, ୧୫ ମୃତ, ୩୦ ଆହତ

ବଲିଭିଆ : ବଲିଭିଆରେ ବଡ଼ ପ୍ଲେନ କ୍ରାସ । ୧୫ ମୃତ, ୩୦ ଆହତ । ବଲିଭିଆ ବାୟୁସେନାର ବିମାନଟି ରାଜଧାନୀ ଲାପାଜ ନିକଟ ଏଲ ଅଲଟୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ନୂଆ ବ୍ୟାଙ୍କ ନୋଟ ନିଆଯାଉଥିଲା ।

ସାମରିକ ବିମାନଟି ସାନ୍ତା କ୍ରୁଜରୁ ଉଡ଼ାଣ ଭରିଥିଲା । ଲ୍ୟାଣ୍ଡିଂ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ରନୱେରୁ ବାହାରି ଆଭେନ୍ୟୁକୁ ଖସି ଯାଇଥିଲା ବୋଲି ଜଣାଯାଇଛି । ଏଥିଯୋଗୁ ଆଭେନ୍ୟୁରେ ଥିବା ବହୁ ଗାଡ଼ି ନଷ୍ଟ ହୋଇଛି । ଦୁର୍ଘଟଣା ପରେ ଏଲ ଅଲଟୋ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସାମୟିକ ଭାବେ ବନ୍ଦ କରାଯାଇଛି । ବିମାନରେ ବଲିଭିଆ ସେଣ୍ଟ୍ରାଲ ବ୍ୟାଙ୍କରୁ ନୂଆ ନୋଟ ନିଆଯାଉଥିଲା । ଖରାପ ପାଗ ଯୋଗୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Post Views: 13
Share197Tweet123Send
Voice of Victims

Voice of Victims

Recent Posts

  • ବଲିଭିଆରେ ନୂଆ ନୋଟ ନେଇ ଯାଉଥିବା ବିମାନ ଦୁର୍ଘଟଣା, ୧୫ ମୃତ, ୩୦ ଆହତ
  • ଇରାନ ଉପରେ ଆକ୍ରମଣ କଲା ଇସ୍ରାଏଲ, ସମଗ୍ର ଦେଶରେ ଜରୁରୀକାଳୀନ ସ୍ଥିତି
  • ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିପାରେ ବିଜେପି ! ରାଷ୍ଟ୍ରୀୟ ସଭାପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ପୋଲିସ ବି ଅସୁରକ୍ଷିତ, ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାରିଲେ
  • ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ, ଡାକ୍ତର ଦତ୍ତେଶ୍ବର ହୋତା ଏବଂ  ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ଟିକେଟ୍‌

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In