• About Us
  • Contact Us
Monday, March 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିମାନ ଦୁର୍ଘଟଣା: ୧୦ ମୃତ

by Voice of Victims
December 23, 2024
in ଦେଶ ବିଦେଶ, ମୁଖ୍ୟ ଖବର
ବିମାନ ଦୁର୍ଘଟଣା: ୧୦ ମୃତ

ନୂଆଦିଲ୍ଲୀ: ବ୍ରାଜିଲର ଦକ୍ଷିଣାଞ୍ଚଳ ଗ୍ରାମାଡୋ ସହରରେ ଏକ ଛୋଟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୧୫ଜଣ  ଗୁରୁତର ଭାବେ ଆହତ ହୋଇଛନ୍ତି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ବିମାନଟି ହେଉଛି ପାଇପର  ଚେୟେନ ୪୦୦ ଟର୍ବୋପ୍ରପ କମ୍ପାନିର ।  ବିମାନରେ ମୋଟ ୧୦ ଜଣ ଯାତ୍ରୀ ଓ କ୍ରୁ ଥିଲେ । ବିମାନଟି ଗ୍ରାମାଡୋର  କେନେଲା ସହରରୁ ପ୍ରସିଦ୍ଧ ପର୍ୟ୍ୟଟନସ୍ଥଳୀ  ଫ୍ଲୋରିଅନପୋଲିସକୁ ଯାଉଥିଲା। ତେବେ ବିମାଟି ଉଡାଣ କରିବାର କିଛି  ସମୟ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇ  ପ୍ରଥମେ ଏକ ଅଟ୍ଟାଳିକାର ଚିମିନକୁ ଧକ୍କା  ଦେଇଥିଲା । ପରେ ସେହି ଅଟ୍ଟାଳିକାରେ  ଧକ୍କା ଲାଗି ନିକଟସ୍ଥ ଏକ ଫର୍ଣ୍ଣିଚର  ଦୋକାନ ଉପରେ ଖସିପଡିଥିଲା ।  ବିମାନରେ ଥିବା ସମସ୍ତ ୧୦ ଜଣ ଯାତ୍ରୀଙ୍କ  ମୃତ୍ୟୁ ଘଟିଥିଲା ବେଳେ ଉକ୍ତ ଅଟ୍ଟାଳିକା  ଓ ଫର୍ଣ୍ଣିଚର ଦୋକାନର ୧୫ ଜଣ  ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Post Views: 43
Share200Tweet125Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In