• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

୧୮ରେ ଅବସର ନେବେ ରାଜୀବ କୁମାର

by Voice of Victims
February 15, 2025
in ଦେଶ ବିଦେଶ, ମୁଖ୍ୟ ଖବର
୧୮ରେ ଅବସର ନେବେ ରାଜୀବ କୁମାର

ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆସନ୍ତା ୧୮ ତାରିଖରେ ଅବସର ଗ୍ରହଣ କରିବେ। ଏହି ପରିପ୍ରେକ୍ଷୀରେ ନୂଆ ସିଇସି ନିଯୁକ୍ତି ପାଇଁ ପ୍ରକ୍ରିୟା  ଆରମ୍ଭ ହୋଇଯାଇଛି।  ସୋମବାର ନୂଆ ସିଇସି ଚୟନ ପାଇଁ କମିଟି  ବୈଠକ ବସିବ ବୋଲି ଜଣାପଡିଛି । ଏହି କମିଟିରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରହିଛନ୍ତି। ସିଇସି ଓ ଇସି ଚୟନ  ନିୟନ୍ତ୍ରଣ କରୁଥିବା ନୂଆ ଆଇନ ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନର ଶୁଣାଣି ହେବାର ଗୋଟିଏ ଦିନ ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହେବ।   ସିଇସି ରାଜୀବ କୁମାର ଗତବର୍ଷ ଏପ୍ରିଲ-ଜୁନ୍‌ରେ ଲୋକସଭା ନିର୍ବାଚନ ଏବଂ ଏହା ପରେ ଜମ୍ମୁ-କଶ୍ମୀରର ପ୍ରଥମ ବିଧାନସଭା ନିର୍ବାଚନ ସମେତ ଏକାଧିକ ହାଇପ୍ରୋଫାଇଲ୍ ନିର୍ବାଚନ କାର୍ୟ୍ୟର ତଦାରଖ କରିଛନ୍ତି।  ଗତ ସପ୍ତାହରେ ଦିଲ୍ଲୀ ନିର୍ବାଚନ  ସିଇସି ରାଜୀବ କୁମାରଙ୍କ ନେତୃତ୍ବରେ ଶେଷ ନିର୍ବାଚନ ଥିଲା। ଗତ ଜାନୁଆରି ମାସରେ ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା କରିବା ସମୟରେ ରାଜୀବ କୁମାର କହିଥିଲେ ଯେ ସେ ଅବସର ନେବା ପରେ ହିମାଳୟରେ ଅନେକ ମାସ ଏକାନ୍ତବାସରେ ରହିବାକୁ ଯୋଜନା କରୁଛନ୍ତି। ରାଜୀବ କୁମାର  ୨୦୨୨ରେ ରାଷ୍ଟ୍ରପତି ନିର୍ବାଚନ ପରିଚାଳନା କରିଥିଲେ। ୨୦୨୩ରେ କର୍ଣ୍ଣାଟକ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ନିର୍ବାଚନ ତଦାରଖ କରିଥିଲେ।

Post Views: 57
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In