ଏହି ଉତ୍ସବ ରେ ମୁଖ୍ୟ ଅତିଥି ରବିନ୍ଦ୍ର କୁମାର ନାୟକ, ଯୋଗ ଦେଇ ପ୍ରଦୀପ ପ୍ରଜୋଳନ କରି ଉଦ୍ଘାଟନ କରିଥିଲେ. ମୁଖ୍ୟ ଵକ୍ତା ଶ୍ରୀ ଜୋତିରଞ୍ଜନ ଦଶ.ବିଶିଷ୍ଟ ଅତିଥି ଭାବେ ନୟାଗଡ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ସତ୍ୟବ୍ରତ ନାୟକ, ସମ୍ମାନନୀତ ଅତିଥି- ସରପଞ୍ଚ ଶ୍ରୀ ବିନୋଦ ପ୍ରଧାନ ସିଆର ସିସି ଚିତରଞ୍ଜନ କୁଣ୍ଡ,, ଶ୍ରୀ ଯୁଝିଷ୍ଠିର ପ୍ରଧାନ ପ୍ରଧାନ ଶିକ୍ଷକ ମାନପୁର, ଯୋଗ ଦେଇ ନିଜ ନିଜ ର ବକ୍ତବ୍ଯ ରଖିଥିଲେ. ପ୍ରଧାନାଆଚାର୍ଯା ଶ୍ରମତୀ ନିରୁପମା କର ସଭାପତିତ୍ବ ରେ ସଭାକାର୍ଯ ପରିଚାଳନା କରିଥୀଲେ ସମ୍ପାଦକ ଶ୍ରୀ ବାଳକୣଷ ଷଢଙ୍ଗୀ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରି ଵିଦ୍ଯାଳୟ ର ଵାର୍ଷିକ ବୀବରଣୀ ପଢିଥିଲେ.
ଅତିଥି ମାନଙ୍କ ଠାରୁ ସମସ୍ତ କୣତୀ ଛାତ୍ର ଛାତ୍ରୀ ପୁରସ୍କୃତ ହୋଇ ଥିଲେ. ଚଳିତ ସରକାରୀ ଵୣତ୍ତି ପାଇଥିବା ପଞ୍ଚମ ଶ୍ରେଣୀ ଛାତ୍ରୀ ଙ୍କୁ ମଞ୍ଚରେ ସମ୍ମିନୀତ କରାଯାଇଥିଲା. ପିଲା ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ନୣତ୍ଯ, ଗୀତ ପରିଵେଷଣ କରାଯାଇ ଥିଲା. ପରିଶେଷରେ ସଭାପତି ଶ୍ରୀ ଆଲୋକ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରି ସଭାକର୍ଯ ଉଦ୍ ଯାପନ କରାଯାଇ ଥିଲା. ଏହି କାର୍ଯ୍ୟକ୍ରମ କୁ ସମସ୍ତ ଅଭିଭାବକ ଓ ଗୁରୁଜୀ, ଗୁରୁମା ସହଯୋଗ କରିଥିଲେ.
Post Views: 23
No Result
View All Result