• About Us
  • Contact Us
Saturday, February 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରୋଟାରୀ କ୍ଳବ୍ କଟକ କ୍ୟାଣ୍ଟନମେଣ୍ଟର ୫-ତାରକା ପ୍ରକଳ୍ପ ପାଳନ

by Voice of Victims
January 6, 2025
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ରୋଟାରୀ କ୍ଳବ୍ କଟକ କ୍ୟାଣ୍ଟନମେଣ୍ଟର ୫-ତାରକା ପ୍ରକଳ୍ପ ପାଳନ

କଟକ (ଭିଓଭି): ରୋଟାରୀ କ୍ଳବ୍ କଟକ କ୍ୟାଣ୍ଟନମେଣ୍ଟ ନୂତନ ବର୍ଷ ୨୦୨୫’କୁ ଭିନ୍ନ ଉପାୟରେ ପାଳନ କରିଛି। କ୍ଲବର ସଦସ୍ୟମାନେ ୫’ପ୍ରକାର ବିକାଶ ପ୍ରକଳ୍ପ କରିଛନ୍ତି। ପ୍ରଥମ ପ୍ରକଳ୍ପରେ ସମସ୍ତ ବୃଦ୍ଧାବୃଦ୍ଧ ଓ ଯୁବକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ ତାଲିମ ଶିବିର ମଙ୍ଗଳପୁର ଅଞ୍ଚଳରେ କରିଛନ୍ତି। ଦ୍ୱିତୀୟ ପ୍ରକଳ୍ପରେ ଭଲ ପରିବେଶ ଓ ସୈାନ୍ଦର୍ଯ୍ୟକରଣ ପାଇଁ ଫୁଲଗଛ ରୋପଣ ଚୌଦ୍ୱାର ନିକଟ ଆଗ୍ରାହାଟ ଅଞ୍ଚଳରେ କରିଛନ୍ତି। ମଙ୍ଗଳପୁର ଅଞ୍ଚଳରେ ତୃତୀୟ ପ୍ରକଳ୍ପ ମାଧ୍ୟମରେ ବୃଦ୍ଧା ଓ ବୃଦ୍ଧଙ୍କ ପାଇଁ ଖାଦ୍ୟ ସାମଗ୍ରୀ, ଫଳ ଏବଂ ବିସ୍କୁଟ ବଣ୍ଟନ କରିଛନ୍ତି। ଚତୁର୍ଥ ପ୍ରକଳ୍ପ ସେହି ମଙ୍ଗଳପୁର ଅଞ୍ଚଳର ବୃଦ୍ଧା ଓ ବୃଦ୍ଧଙ୍କୁ ମଶାରୀ ବଣ୍ଟନ କରିଛନ୍ତି। ପଞ୍ଚମ ପ୍ରକଳ୍ପରେ କଟକ ବିଶିନାବର ଅଞ୍ଚଳରେ ଯକ୍ଷ୍ମା ରୋଗ ନିରାକରଣ ପାଇଁ ସଚେତନତା ସ୍ଵରୁପ ମେଗା ରାଲି କରିଛନ୍ତି। କ୍ଲବ୍ ସଭାପତି ଶୁଭ୍ରା ମହାନ୍ତିଙ୍କ ଦ୍ୱାରା ଆୟୋଜିତ ଏହି ସମସ୍ତ ୫ପ୍ରକାର ତାରକା ପ୍ରକଳ୍ପରେ ରୋଟାରୀ କ୍ଲବ୍ କଟକ, କ୍ୟାଣ୍ଟନମେଣ୍ଟର ସର୍ଭିସ ପ୍ରୋଜେକ୍ଟ ଚେୟାରମ୍ୟାନ୍ ବିଶ୍ୱଜିତ ସେନାପତି, ସମ୍ପାଦକ ପ୍ରଭାତ ମିଶ୍ର ଏବଂ ଅନଙ୍ଗ ନାୟକ ପ୍ରମୁଖ ସହଯୋଗ କରିଥିଲେ। ସାଧାରଣ ଲୋକଙ୍କ ବିକାଶ ପାଇଁ ରୋଟାରୀ କ୍ଲବ୍ କଟକ କ୍ୟାଣ୍ଟନମେଣ୍ଟ ସର୍ବଦା ପ୍ରୟାସ କରୁଅଛି।

Post Views: 212
Share204Tweet128Send
Voice of Victims

Voice of Victims

Recent Posts

  • ବଲିଭିଆରେ ନୂଆ ନୋଟ ନେଇ ଯାଉଥିବା ବିମାନ ଦୁର୍ଘଟଣା, ୧୫ ମୃତ, ୩୦ ଆହତ
  • ଇରାନ ଉପରେ ଆକ୍ରମଣ କଲା ଇସ୍ରାଏଲ, ସମଗ୍ର ଦେଶରେ ଜରୁରୀକାଳୀନ ସ୍ଥିତି
  • ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିପାରେ ବିଜେପି ! ରାଷ୍ଟ୍ରୀୟ ସଭାପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ପୋଲିସ ବି ଅସୁରକ୍ଷିତ, ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାରିଲେ
  • ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ, ଡାକ୍ତର ଦତ୍ତେଶ୍ବର ହୋତା ଏବଂ  ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ଟିକେଟ୍‌

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In