• About Us
  • Contact Us
Thursday, February 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପୀତବାସ ପଣ୍ଡା ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ, ପୋଲିସ ଚାର୍ଜ ସିଟର ଦୁଇଟି ଫର୍ଦ୍ଦରେ ଅଛି ଦୁଇ ମହିଳାଙ୍କ ବିସ୍ଫୋରକ ବୟାନ

by Voice of Victims
February 12, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ପୀତବାସ ପଣ୍ଡା ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ, ପୋଲିସ ଚାର୍ଜ ସିଟର ଦୁଇଟି ଫର୍ଦ୍ଦରେ ଅଛି ଦୁଇ ମହିଳାଙ୍କ ବିସ୍ଫୋରକ ବୟାନ

ବ୍ରହ୍ମପୁର : ପୀତବାସ ପଣ୍ଡା ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ । ବିକ୍ରମ ପଣ୍ଡାଙ୍କ ସହ ଅଛି ମହିଳାଙ୍କ ଆପତ୍ତି ଜନକ ଫଟୋ ? ପୋଲିସ ଦେଇଥିବା ଚାର୍ଜ ସିଟର ଦୁଇଟି ଫର୍ଦ୍ଦରେ ଅଛି ଦୁଇ ମହିଳାଙ୍କ ବିସ୍ଫୋରକ ବୟାନ । ଗୋଟିଏ ବୟାନରେ ପୀତବାସ ପଣ୍ଡାଙ୍କ ସ୍ତ୍ରୀ କହିଛନ୍ତି ବିକ୍ରମଙ୍କ ସହ ଜଣେ ମହିଳାଙ୍କ ଆପତ୍ତି ଜନକ ଫୋଟୋ ଥିବା ଏକ ପେନଡ୍ରାଇଭ ପୋଲିସ ତାଙ୍କ ସିକ୍ରେଟ ଚାମ୍ବରରୁ ଜବତ କରିଥିଲେ ।

ଅନ୍ୟପଟେ ଆଉ ଜଣେ ମହିଳା କହିଛନ୍ତି ବିକ୍ରମ ପଣ୍ଡାଙ୍କ ଘରକୁ ଯାଇଥିବା ବେଳେ ତାଙ୍କ ରୁମରେ ସେହି ମହିଳା ଜଣକ ଆପତ୍ତି ଜନକ ଅବସ୍ଥାରେ ଥିଲେ l ତେବେ ଏହି ଅଭିଯୋଗ ଓ ଫଟୋକୁ ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ ଖଣ୍ଡନ କରିଛନ୍ତି । ଏହାକୁ ଷଡ଼ଯନ୍ତ୍ର ବୋଲି କହି ସେ ସବୁ ଫୋଟୋ କପି ପ୍ରଦାନ କରିବା ପାଇଁ କୋର୍ଟରେ ପିଟିସନ ଦାଖଲ କରିଛନ୍ତି l ପୋଲିସ ସିଜର ଲିଷ୍ଟରେ କୌଣସି ଫୋଟୋ କିମ୍ବା ପେନଡ୍ରାଇଭ ଦାଖଲ ହୋଇନଥିବା କହିଛନ୍ତି ଦୀପକ l

Post Views: 23
Share198Tweet124Send
Voice of Victims

Voice of Victims

Recent Posts

  • ଲାଲକିଲ୍ଲା ବିସ୍ଫୋରଣ ପଛରେ ଜୈଶ-ଏ-ମହମ୍ମଦର ହାତ, ଜାତିସଂଘ ରିପୋର୍ଟରେ ଖୁଲାସା
  • ୩ ମାସ ଭିତରେ ଶେଷ କର ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି: ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ପ୍ରକାଶ ପାଇଲା OTET-୨୦୨୫ ରେଜଲ୍ଟ, ମୋଟ୍‌ ୧ ଲକ୍ଷ ୬ ହଜାର ୪୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ
  • ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ, ଡାଇଏଟ୍‌ ରାଜସୁନାଖଳାରେ ପାଠଚକ୍ର ଉଦଘାଟିତ, ଶିକ୍ଷକମାନଙ୍କ ନବଚିନ୍ତନର ମଞ୍ଚ
  • ୧୨ ଫେବୃଆରୀ ସାଧାରଣ ଧର୍ମଘଟକୁ ରଣପୁରରେ ଦୃଢ଼ ସମର୍ଥନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In