• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜ୍ୟ ବିଜେପିର ନୂଆ ପଦାଧିକାରୀଙ୍କ ନାମ ଘୋଷଣା, ୧୦ ଉପ-ସଭାପତି ଓ ୪ ସାଧାରଣ ସମ୍ପାଦକ

by Voice of Victims
October 16, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ରାଜ୍ୟ ବିଜେପିର ନୂଆ ପଦାଧିକାରୀଙ୍କ ନାମ ଘୋଷଣା, ୧୦ ଉପ-ସଭାପତି ଓ ୪ ସାଧାରଣ ସମ୍ପାଦକ

ଭୁବନେଶ୍ୱର : ରାଜ୍ୟ ବିଜେପିର ନୂଆ ପଦାଧିକାରୀଙ୍କ ନାମ ଘୋଷଣା । ୧୦ ଉପସଭାପତି ଓ ୪ ସାଧାରଣ ସମ୍ପାଦକଙ୍କ ନାମ ଘୋଷଣା କଲା ବିଜେପି। ଖୋର୍ଦ୍ଧା-ଯତୀନ ମହାନ୍ତି, ନୟାଗଡ଼-ଅଶୋକ ମିଶ୍ର। ସୁନ୍ଦରଗଡ଼-କୁସୁମ ଟେଟେ, ନବରଙ୍ଗପୁର-ରମେଶ ସାହୁ। ଗଜପତି-କେ.ନାରାୟଣ ରାଓ, ବଲାଙ୍ଗୀର-ଶିବାଜୀ ମହାନ୍ତି। କଳାହାଣ୍ଡି-ଭବେନ୍ଦ୍ର ପଣ୍ଡା, ବାଲେଶ୍ବର-ଶିଳ୍ପା ବାଜପେୟୀ । ରାଉରକେଲା-ସୁଦର୍ଶନ ଗୋୟଲ, କେନ୍ଦ୍ରାପଡ଼ା-ବିଷ୍ଣୁ ଦାସ ।

ସାଧାରଣ ସମ୍ପାଦକ-ବିରଞ୍ଜି ତ୍ରିପାଠୀ(ପୁରୀ), ସୀମାଞ୍ଚଳ ଖଟେଇ-ସମ୍ବଲପୁର। ଭୁବନେଶ୍ବର-ଶାରଦା ଶତପଥୀ, କୋରାପୁଟ-ପୂର୍ଣ୍ଣିମା ନାୟକ। ସେହିପରି ୧୦ ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କ ନାଁ ଘୋଷଣା କଲା ବିଜେପି। କଟକ-ସରୋଜ କର, ସ୍ମୃତି ପଟ୍ଟନାୟକ, ଅନୁଗୁଳ-କାଳନ୍ଦୀ ସାମଲ। ପୁରୀ-ପ୍ରୀତି ପ୍ରତିଭା ଭୋଳ, କନ୍ଧମାଳ-ଭଗବାନ ମହାନ୍ତି । ଭୁବନେଶ୍ବର-ପିଙ୍କି ପ୍ରଧାନ, ମୟୂରଭଞ୍ଜ(ପଶ୍ଚିମ)-ରାମଚନ୍ଦ୍ର ହାଁସଦାର । କେନ୍ଦୁଝର-ମମତା ସିଂ, ଘୁମୁସର-ପୃଥ୍ବୀରାଜ ମହାପାତ୍ର । ଜଗତସିଂହପୁର-ସ୍ମିତା ପ୍ରଧାନ ଓ କୋଷାଧ୍ୟକ୍ଷ-ଅଜୟ ଅଗ୍ରୱାଲଙ୍କ ନାମ ଘୋଷଣା କରାଯାଇଛି ।

Post Views: 60
Share200Tweet125Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In