• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିବ ରାଜ୍ୟ କଂଗ୍ରେସ, ନିଯୁକ୍ତି ହେଲେ ପର୍ଯ୍ୟବେକ୍ଷକ, ଜାଣନ୍ତୁ କେଉଁ ଜିଲ୍ଲରୁ କିଏ?

by Voice of Victims
March 6, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିବ ରାଜ୍ୟ କଂଗ୍ରେସ, ନିଯୁକ୍ତି ହେଲେ ପର୍ଯ୍ୟବେକ୍ଷକ, ଜାଣନ୍ତୁ କେଉଁ ଜିଲ୍ଲରୁ କିଏ?

ଭୁବନେଶ୍ବର: ରାଜ୍ୟରେ ବିଜେପି ଶାସନ କ୍ଷମତାକୁ ଆସିବା ପରେ ଶାସନକଳ ସଂପୂର୍ଣ୍ଣ ବିଗିଡ଼ି ଯାଇଛି। ରାଜ୍ୟରେ ନାରୀ ହତ୍ୟା, ଧର୍ଷଣ ଓ ନିର୍ଯ୍ୟାତନା ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି, ଯାହାକି ଅତ୍ୟନ୍ତ ଉଦ୍‌ବେଗର ବିଷୟ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି। ଏହାର ପ୍ରତିବାଦରେ କଂଗ୍ରେସ ଦଳପକ୍ଷରୁ ଆଗାମୀ ୧୦ ତାରିଖ ସୋମ‌ବାର ଦିନ ୧୧ ଟା ସମୟରେ ଓଡ଼ିଶାର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ପ୍ରତ୍ୟେକ ଜିଲ୍ଲା ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି । ଉକ୍ତ ପର୍ଯ୍ୟବେକ୍ଷକମାନେ ଖୁବଶୀଘ୍ର ନିଜ ଦାୟିତ୍ୱରେ ଥ‌ିବା ଜିଲ୍ଲାକୁ ଗସ୍ତ କରିବେ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିବେ । କାର୍ଯ୍ୟକ୍ରମ ପରେ ଓଡ଼ିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସଂପୃକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ।

ଜିଲ୍ଲା ପାଇଁ ଯେଉଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ?

ଅନୁଗୁଳ- ଶ୍ରୀ ଲଲାଟେନ୍ଦୁ ଦାସ

ବାଲେଶ୍ଵର-ସନ୍ତୋଷ ସିଂ ସାଲୁଜା

ବରଗଡ଼- ଚିନ୍ମୟ ପ୍ରସାଦ ବେହୁରା

ଭଦ୍ରକ-ସତ୍ୟଶିବ ଦାସ

ଭୁବନେଶ୍ୱର-ନବଜ୍ୟୋତି ପଟ୍ଟନାୟକ

ବଲାଙ୍ଗୀର-ସୁଜିତ ପାଢ଼ୀ

ବୌଦ୍ଧ- ସଂଗ୍ରାମ କେଶରୀ ମହାନ୍ତି

କଟକ- ମନୋଜ ଜେନା

କଟକସିଟି- କିଶୋର ଜେନା

ଦେଓଗଡ଼-ବିଜୟାନନ୍ଦ ଚାଉଳିଆ

ଢ଼େଙ୍କାନାଳ-ଅଭିଳାଷ ମାଣିଆ

ଗଞ୍ଜାମ (ଇଷ୍ଟ)-ନକୁଳ ନାୟକ

ଗଞ୍ଜାମ (ୱେଷ୍ଟ)-ବିଜୟ କୁମାର ପ୍ରଧାନ

ଗଜପତି-ଦୁର୍ଗା ପଣ୍ଡା

ଜଗତସିଂହପୁର-ସନତ ଦାସ

ଯାଜପୁର-ଦେବାଶିଷ ପଟ୍ଟନାୟକ

ଝାରସୁଗୁଡ଼ା-ସିଦ୍ଧାଥ ସ୍ବରୂପ ଦାଶ

କଳାହାଣ୍ଡି-ମନୋରଞ୍ଜନ ତ୍ରିପାଠୀ

କନ୍ଧମାଳ-ଡ. ଲଲାଟେନ୍ଦୁ ମହାପାତ୍ର

କେନ୍ଦ୍ରାପଡ଼ା- ସଂଗ୍ରାମ ମିଶ୍ର

କେନ୍ଦୁଝର-ଶିବାନନ୍ଦ ରାୟ

ଖୋର୍ଦ୍ଧା-ଜୟଶ୍ରୀ ପାତ୍ର

କୋରାପୁଟ-ଅଜିତ ଦାସ

ମୟୁରଭଞ୍ଜ (ଇଷ୍ଟ)- ସୁଦର୍ଶନ ଦାସ

ମୟୁରଭଞ୍ଜ (ୱେଷ୍ଟ )- କୁମାର ଚିରଞ୍ଜିବ

ମାଲକାନଗିରି- ପ୍ରଦୀପ୍ତ କୁମାର ଦାସ

ନବରଙ୍ଗପୁର-ବଳଭଦ୍ର ମାଝୀ

ନୂଆପଡ଼ା- ମୁରଲୀଧର ନାୟକ

ନୟାଗଡ଼- ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର

ପୁରୀ-ବିଭୂତି ମିଶ୍ର

ରାୟଗଡ଼ା-ଦ୍ରୌପଦୀ ମାଝୀ

ରାଉରକେଲା- ମିଲନ ପଟ୍ଟନାୟକ

ସମ୍ବଲପୁର- ହମିଦ ହୁସେନ

ସୁବର୍ଣ୍ଣପୁର- ଗଣେଶ ସାହୁ

ସୁନ୍ଦରଗଡ଼ ଜିଲ୍ଲା ପାଇଁ କୃଷ୍ଣଚନ୍ଦ୍ର ଶଗରିଆ ନିଯୁକ୍ତି ହୋଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

Post Views: 35
Tags: bhakta dasodisha congressodisha politics
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In