• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଜି ୯ଟି ନୂଆ ଏନଏସି ଘୋଷଣା କରିପାରନ୍ତି ରାଜ୍ୟ ସରକାର, ସ୍ବାୟତ୍ତ ଶାସନ ଦିବସ ଅବସରରେ ଦେବେ ଭେଟି

by Voice of Victims
August 31, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ଆଇଏଏସ ସ୍ତରରେ ପୁଣି ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଆଜି ସ୍ବାୟତ୍ତ ଶାସନ ଦିବସ । ରାଜ୍ୟରେ ୨୧ଟି ନୂଆ ଏନ୍‌ଏସି ଗଠନ ହେବା ନେଇ ମୁଖ୍ୟମନ୍ତ୍ରୀ ସ୍ବାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ । ଏଥିରୁ ୧୨ଟି ଏନ୍‌ଏସି ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅବସରରେ ୯ଟି ନୂଆ ଏନଏସି ଘୋଷଣା କରିପାରନ୍ତି ରାଜ୍ୟ ସରକାର। ସାଲେପୁର, ଟାଙ୍ଗୀ, ଯଶୀପୁର, କପ୍ତିପଦା, ଲୋଇସିଂହାକୁ ଏନଏସି ମାନ୍ୟତା ମିଳିପାରେ ।

ଏହାସହ ଖଇରା, ଗଁଦିଆ, ସୋହେଲା ଓ ବଣାଇକୁ ଏନଏସି ଘୋଷଣା କରିପାରନ୍ତି ସରକାର । ଗତ ଅଗଷ୍ଟ ୧୭ ତାରିଖରେ ୧୨ଟି ନୂଆ ଏନଏସି ଘୋଷଣା ହୋଇଥିଲା । ଯାହା ରାଜ୍ୟରେ ବିକାଶକୁ ଆହୁରି ସୁଦୃଢ କରିବ । ରାଜ୍ୟରେ ୨୧ଟି ନୂଆ ଏନଏସି ଗଠନ ପାଇଁ ସ୍ବାଧୀନତା ଦିବସରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିରୁ ୧୨ଟି ଏନଏସି ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ତେଣୁ ବାକି ୯ଟି ଏନଏସି ଆଜି ଆଜି ଘୋଷଣା ହୋଇପାରେ ।

Post Views: 55
Share200Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In