ବାଲେଶ୍ଵର (ଭିଓଭି), ୧୫/୧୦;- ଗତକାଲି ମଧ୍ୟରାତ୍ରି ରେ ବାଲେଶ୍ଵର କଲେଜ ରୋଡ ରାସ୍ତା ପାର୍ଶ୍ବ ୪ ମହଲା କୋଠା ଉପରେ ଥିବା ବନଜା ବେଙ୍ଗଲ ଷ୍ଟେସନାରୀ ଗୋଦାମ ସର୍ଟ ସର୍କିଟ କାରଣରୁ ନିଆଁ ଲାଗି ସମ୍ପୂର୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି ।
ଅଗ୍ନିଶମ ବିଭାଗ ପକ୍ଷରୁ ୧୦ ଟି ଦମକଳ ଗାଡି ଲଗାଇ ନିଆଁ କୁ ଆୟତ କରିବାକୁ ପ୍ରୟାସ ଜାରି ରହିଛି । ମୃତାହତ ର କୈ।ଣସି ସୂଚନା ମିଳିନାହିଁ ।
