• About Us
  • Contact Us
Wednesday, February 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ହ୍ବାଟ୍ସଆପ୍ କୁ ସୁପ୍ରିମ୍ ଚେତାବନୀ,  ଯଦି ଭାରତୀୟ ସମ୍ବିଧାନକୁ ଅନୁସରଣ କରିପାରୁନ ତେବେ ଭାରତ ଛାଡ଼ିଦିଅ

by Voice of Victims
February 3, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ପହଲଗାମ ଆକ୍ରମଣ ସମ୍ପର୍କରେ ସୁପ୍ରିମକୋର୍ଟରେ ଆବେଦନ: ଆବେଦନକାରୀଙ୍କୁ ଭର୍ତ୍ସନା କଲେ ସର୍ବୋଚ୍ଚ ନ୍ୟାୟଳୟ

ନୂଆଦିଲ୍ଲୀ : ହ୍ବାଟ୍ସଆପ୍ କୁ ସୁପ୍ରିମ୍ ଚେତାବନୀ ।  ଯଦି ତୁମେ ଭାରତୀୟ ସମ୍ବିଧାନକୁ ଅନୁସରଣ କରିପାରୁନ ତେବେ ଭାରତ ଛାଡ଼ିଦିଅ ।  ଭାରତର ଯେକୌଣସି ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ସହିତ ଖେଳିବାରେ ହ୍ବାଟ୍ସଆପର କୌଣସି ଅଧିକାର ନାହିଁ। ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବନି ନାଗରିକଙ୍କ ୟୁଜର୍ସ ଡାଟା। ଭାରତର ଗୋପନୀୟତା ସହ ନ ଖେଳିବାକୁ ହ୍ବାଟ୍ସଆପ୍ ର ପ୍ୟାରେଣ୍ଟାଲ୍ କମ୍ପାନୀ ‘ମେଟା’କୁ ଏଭଳି କଡ଼ା ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ।

ଆମେରିକୀୟ କମ୍ପାନୀ ମେଟାକୁ ଏହି ଚେତାବନୀ ଦେଇଛନ୍ତି ସିଜେଆଇ ସୂର୍ଯ୍ୟକାନ୍ତ। ଆମ ଦେଶର କୌଣସି ବି ଗୋଟିଏ ତଥ୍ୟ ସେୟାର କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ହ୍ବାଟ୍ସଆପ୍ ୨୦୨୧ ପ୍ରାଇଭେସି ପଲିସିକୁ ଭିତ୍ତି କରି ହୋଇଥିବା ଆବେଦନ ଉପରେ ଏହି ରାୟ ଦେଇଛନ୍ତି ସିଜେଆଇ। ହ୍ବାଟ୍ସଆପ୍ ୟୁଜର୍ସଙ୍କ ତଥ୍ୟକୁ କିପରି ଭାବେ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଛି, କୋର୍ଟରେ ତା’ର ତଥ୍ୟ ଉପସ୍ଥାପନା କରିଥିଲେ ସଲିସିଟର୍ ଜେନେରାଲ ତୁଷାର ମେହେତା। ସବୁ ଯୁକ୍ତି ଶୁଣି ସାରିବା ପରେ ମେଟାକୁ କଡ଼ା ଭର୍ତ୍ସନା କରିଥିଲେ ଅଦାଲତ।

Post Views: 21
Share198Tweet124Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In