ଓଲଟିଲା ବସ, ୪ ଯାତ୍ରୀ ମୃତ, ୧୬ ଜଣ ଗୁରୁତର
ଭୁବନେଶ୍ବର: ଉତ୍ତରପ୍ରଦେଶରୁ ପୁରୀ ଆସୁଥିବା କ୍ରିଷ୍ଣା ନାମକ ଏକ ଯାତ୍ରୀବାହୀ ବସ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟରେ ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ୫୭ ଯାତ୍ରୀ ଥିଲାବେଳେ ୪ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ୧୬ ଜଣଙ୍କ ଅବସ୍ଥା ଗୁରୁତ୍ତର ହୋଇଛି। ସେମାନଙ୍କୁ ...
