ପାକିସ୍ତାନକୁ ଝଟକା, ଭାରତର ବିରୋଧ ପରେ ବ୍ରିକ୍ସର ସଦସ୍ୟତାରୁ ହେଲା ବଞ୍ଚିତ
ନୂଆଦିଲ୍ଲୀ: ବ୍ରିକ୍ସରେ ସଦସ୍ୟତା ପାଇବା ପାଇଁ ଆଶା ରଖିଥିବା ପାକିସ୍ତାନକୁ ବଡ ଝଟକା ଲାଗିଛି। ଭାରତର ଦୃଢ ବିରୋଧ ଯୋଗୁଁ ପାକିସ୍ତାନ କେବଳ ବ୍ରିକ୍ସର ସଦସ୍ୟତାରୁ ବଞ୍ଚିତ ହୋଇନାହିଁ, ବରଂ ସହଭାଗୀ ଦେଶ ତାଲିକାରେ ମଧ୍ୟ ସ୍ଥାନ ପାଇପାରିନାହିଁ। ଏହି ସମୟରେ ...
