ସବୁ କଟକଣାକୁ ପରିତ୍ୟାଗ କରି ପୁଅ ପାଇଁ ଭୋଟ ଭିକ୍ଷା କଲେ ସୁରେଶ ରାଉତରାୟ
ଭୁବନେଶ୍ବର: ସବୁ କଟକଣାକୁ ବେଖାତିର କରି ଆଜି ପୁଅ ମନ୍ନଥ ରାଉତରାୟଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ଆଜି ଭୁବନେଶ୍ବରର ଚନ୍ଦ୍ରଶେଖରପୁରେ ଥିବା ବୁଦ୍ଧ ପାର୍କରେ ବାପପୁଅ ପ୍ରଚାର କରିଛନ୍ତି। ସାଥିରେ ଅଛନ୍ତି ଭୁବନେଶ୍ବର ଉତ୍ତର ...
