ନିଜ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମର୍ଣ୍ଣିଂ ୱାକ କଲେ, ଲୋକଙ୍କ ସହିତ ଚା ପିଇଲେ
ଭୁବନେଶ୍ବର: ନିଜ ଜନ୍ମମାଟି କେଉଁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସକାଳୁ ମର୍ଣ୍ଣିଂ ୱାକରେ ସାମିଲ ହୋଇଛନ୍ତି। ସେ କେଉଁଝର ଷ୍ଟାଡିୟମରେ ଲୋକଙ୍କ ସହିତ ମର୍ଣ୍ଣିଂ ୱାକ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଲୋକମାନେ ବେଶ ଖୁସିରେ ...
