ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିବ ରାଜ୍ୟ କଂଗ୍ରେସ, ନିଯୁକ୍ତି ହେଲେ ପର୍ଯ୍ୟବେକ୍ଷକ, ଜାଣନ୍ତୁ କେଉଁ ଜିଲ୍ଲରୁ କିଏ?
ଭୁବନେଶ୍ବର: ରାଜ୍ୟରେ ବିଜେପି ଶାସନ କ୍ଷମତାକୁ ଆସିବା ପରେ ଶାସନକଳ ସଂପୂର୍ଣ୍ଣ ବିଗିଡ଼ି ଯାଇଛି। ରାଜ୍ୟରେ ନାରୀ ହତ୍ୟା, ଧର୍ଷଣ ଓ ନିର୍ଯ୍ୟାତନା ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି, ଯାହାକି ଅତ୍ୟନ୍ତ ଉଦ୍ବେଗର ବିଷୟ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ...
