ମହାରାଷ୍ଟ୍ର ବିଜେପିକୁ ବଡ ଝଟକା, କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ସାଂସଦ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଭଣ୍ଡାରାର ପୂର୍ବତନ ବିଜେପି ସାଂସଦ ଶିଶୁପାଲ ପଟଲେ ଆଜି କଂଗ୍ରେସ ସହ ହାତ ମିଳାଇଛନ୍ତି। ମହାରାଷ୍ଟ୍ର ବିଜେପି ପାଇଁ ଏହା ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। କଂଗ୍ରେସରେ ଯୋଗଦେବା ଘୋଷଣା କରି ସେ କହିଛନ୍ତି ଯେ, ...
