ଏଥର ବିଜେଡି ୪୦ ଜଣଙ୍କୁ କରିଛି ନୂଆ ପ୍ରାର୍ଥୀ, ୩୫ ବିଧାୟକଙ୍କ ଟିକେଟ କାଟିଛି
ଭୁବନେଶ୍ୱର: ଚଳିତ ନିର୍ବାଚନରେ ବିଜେଡି ଏକ ନୂଆ ରେକର୍ଡ କରିଛି। ଏଥର ଦଳ ୩୫ ଜଣଙ୍କୁ ବିଧାୟକ ଟିକେଟ ଦେଇ ନ ଥିବା ବେଳେ ୪ ଜଣଙ୍କୁ ବହିଷ୍କାର କରିଛି। ସେହିପରି ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପରଲୋକ ପରେ ସେଠାରେ ଦଳ ନୂଆକରି ...
