କ୍ୟାବିନେଟ୍ରେ ଜେପି ନଡ୍ଡା ସାମିଲ, କିଛି ନୂଆ ମୁହଁଙ୍କୁ ସୁଯୋଗ: ଓଡ଼ିଶାରୁ ୩ଜଣଙ୍କୁ କ୍ୟାବିନେଟ୍ ପାହ୍ୟା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦୀ ଆଜି ତାଙ୍କର ତୃତୀୟ ଇନିଂସ୍ ଆରମ୍ଭ କରିଛନ୍ତି । ୭୩ ବର୍ଷୀୟ ଶ୍ରୀ ମୋଦୀ ଆଜି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ...
