ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ନୂଆ କ୍ବାଟର, ଯୁଦ୍ଧକାଳୀନ ଭିତିରେ ଚାଲିଛି କାମ
ଭୁବନେଶ୍ବର: ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମିଳିଛି ନୂଆ କ୍ବାଟର। ଜିଏ ବିଭାଗ ସୁପାରିଶ କରିବା ପରେ ମୁଖ୍ୟମନ୍ତ୍ରୀ ତାହାକୁ ଅନୁମୋଦନ କରିଛନ୍ତି। ଫଳରେ ସେହି କ୍ବାଟରରେ ବର୍ତ୍ତମାନ ଯୁଦ୍ଧ କାଳିନ ଭିତିରେ କାମ ଚାଲିଛି। ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଏଜି ଛକ ...
