ବିଜେଡି ସାଂସଦଙ୍କ ବିସ୍ପୋରକ ସୂଚନା: କହିଲେ ଖୁବ ଶିଘ୍ର ନବୀନ ହେବେ ମୁଖ୍ୟମନ୍ତ୍ରୀ, କଂଗ୍ରେସ ସହ ଗଢିବୁ ସରକାର
ଭୁବନେଶ୍ବର: ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସମାନ୍ତରାୟଙ୍କ ଏକ ବିପ୍ସୋରକ ବୟାନକୁ ନେଇ ରାଜ୍ୟ ରାଜନୀତି ହଲଚଲ ହେବାରେ ଲାଗିଛି। ସେ ଯାହା କହିଛନ୍ତି ତାହା ବର୍ତ୍ତମାନ ରାଜ୍ୟରେ ଏକ ମୁଖ୍ୟ ପ୍ରସଂଗ ପାଲଟିଛି। ଆଜି କୁଜଙ୍ଗର ଏକ କାର୍ଯ୍ୟକ୍ରମରେ ଖୋଲା ...
