ଦିନିକିଆ ଫର୍ମାଟରୁ ଅବସର ନେଲେ ବାଂଲାଦେଶ କ୍ରିକେଟର ମୁଶଫିକୁର ରହିମ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ପରେ ବାଂଲାଦେଶ କ୍ରିକେଟ ଟିମର ୱିକେଟ କିପର ମୁଶଫିକୁର ରହିମ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି । ଅଷ୍ଟ୍ରେଲିଆ ଟିମର ଅଧିନାୟକ ଷ୍ଟିଭ ସ୍ମିଥ ଦିନିକିଆ କ୍ରିକେଟକୁ ଅଲବିଦା କହିଥିବା ବେଳେ ଆଜି ବାଂଲାଦେଶୀ କ୍ରିକେଟର ଦିନିକିଆ କ୍ରିକେଟକୁ ...
