ରାୟପୁର ବିମାନବନ୍ଦରରେ ଆତଙ୍କ, ବୋମା ସୂଚନା ପରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ
ନୂଆଦିଲ୍ଲୀ: ରାୟପୁର ବିମାନବନ୍ଦରରୁ ଏକ ବଡ ଖବର ଆସିଛି। ନାଗପୁରରୁ କଲିକତା ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ବିଷୟରେ ସୂଚନା ମିଳିଛି। ଏହା ପରେ ବିମାନଟି ତୁରନ୍ତ ରାୟପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ...
