ଶେଷ ହେଲା ଆଇପିଏଲ୍, ବର୍ତ୍ତମାନ ଟି -୨୦ ବିଶ୍ୱକପ୍
ନୂଆଦିଲ୍ଲୀ: ୨୦୨୪ ଆଇପିଏଲ ସମାପ୍ତ ହୋଇଛି। ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ରବିବାର ଦିନ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ଶ୍ରେୟସ୍ ଆୟରଙ୍କ ଦଳ କେକେଆର୍ ବିଜୟର ପତାକା ଉତ୍ତୋଳନ କରି ...
