କଟକର ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ: ଉଦ୍ଧାର କାର୍ଯ୍ୟ ଜାରି, ରୋଗୀଙ୍କୁ କରାଯାଉଛି ସ୍ଥାନାନ୍ତରିତ
ଭୁବନେଶ୍ବର: କଟକ ସହର ପୁରୀଘାଟ ଥାନା ନିକଟ ଏକ ଘରୋଇ ନର୍ସିଂହୋମରେ ଶନିବାର ଅପରାହ୍ନରେ ନିଆଁ ଲାଗିଛି । ନର୍ସିଂହୋମର ତୃତୀୟ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିଛି । ଏହି ଅପ୍ରୀତିକର ଘଟଣା ପରେ ରୋଗୀମାନଙ୍କୁ ଯୁଦ୍ଧାକାଳୀନ ପରିସ୍ଥିତିରେ ଉଦ୍ଧାର କରାଯାଇ ...
