୧୮ତମ ଲୋକସଭାର ପ୍ରଥମ ଅଧିବେଶନ: ଆରମ୍ଭରୁ ହଟ୍ଟଗୋଳ, ହୋ-ହଲ୍ଲା
ନୂଆଦିଲ୍ଲୀ: ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ତେବେ ଲୋକସଭାରେ ପ୍ରଥମ କାର୍ଯ୍ୟଦିବସ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ବିଧିବଦ୍ଧ ଭାବେ ଲୋକସଭାର ପ୍ରୋଟେମ୍ ...
