ପ୍ରଥମ ଥର ପାଇଁ ‘କମ୍ ମତଦାନ ହାର ଉପରେ ସମ୍ମିଳନୀ’ ଆୟୋଜନ କଲେ ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ ପୂର୍ବରୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ପୂର୍ବ ସାଧାରଣ ନିର୍ବାଚନରେ କମ୍ ମତଦାନର ଇତିହାସ ଥିବା ସଂସଦୀୟ ନିର୍ବାଚନ ମଣ୍ଡଳୀ (ପିସି)ରେ ମତଦାନ ହାର ବୃଦ୍ଧି ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିଛନ୍ତି। ନୂଆଦିଲ୍ଲୀର ...

