ନୂଆ ସରକାରରେ ମନ୍ତ୍ରୀମାନଙ୍କୁ ମିଳିଲା ଦାୟିତ୍ୱ,
ଭୁବନେଶ୍ବର: ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଆଜି ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ କରାଯାଇଛି। ଜାଣନ୍ତୁ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ….. ମୋହନ ମାଝୀ: ମୁଖ୍ୟମନ୍ତ୍ରୀ, ଗୃହ, ସାଧାରଣ ପ୍ରଶାସନ ବିଭାଗ କନକବର୍ଦ୍ଧନ ସିଂହଦେଓ: ଉପ ମୁଖ୍ୟମନ୍ତ୍ରୀ, କୃଷି, ଶକ୍ତି ପ୍ରଭାତୀ ପରିଡ଼ା: ଉପ ମୁଖ୍ୟମନ୍ତ୍ରୀ, ...
