ଆମେରିକୀୟ ନାଗରିକଙ୍କ ସମେତ ୬ ବନ୍ଧକଙ୍କ ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ: ରଫାହ ନିକଟରେ ଥିବା ଏକ ହମାସ ସୁଡଙ୍ଗରେ ୬ ଜଣ ବନ୍ଧକଙ୍କ ମୃତଦେହ ମିଳିଛି, ଯେଉଁଥିରେ ଆମେରିକାର ନାଗରିକ ହର୍ଶ ଗୋଲ୍ଡବର୍ଗ-ପୋଲିନ ମଧ୍ୟ ସାମିଲ। ଏହି ଖବର ନିଶ୍ଚିତ ହେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କ୍ରୋଧିତ ହୋଇ ...
