ବିଜୟରୁ ସୁପର-୮ ଅଭିଯାନ ଆରମ୍ଭ କଲା ଭାରତ, ଆଫଗାନିସ୍ତାନ ୪୭ ରନରେ ପରାସ୍ତ
ନୂଆଦିଲ୍ଲୀ: ଭାରତ ଆଫଗାନିସ୍ତାନକୁ ୪୭ ରନରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ଏକ ବଡ଼ ବିଜୟ ସହିତ ସୁପର- ୮ ପର୍ଯ୍ୟାୟ ଆରମ୍ଭ କରିଛି। ଭାରତର ବିଜୟର ସବୁଠାରୁ ବଡ ହିରୋ ହେଲେ ସୂର୍ଯ୍ୟକୁମାର ଯାଦବ ଏବଂ ଜସପ୍ରୀତ ବୁମ୍ରା। ଗୋଟିଏ ...
