ଘୋଷଣା ହେଲା ଭାରତର ଅଷ୍ଟ୍ରେଲିଆ ଗସ୍ତ ସୂଚୀ, ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଗୋଟିଏ ଦିବା-ରାତ୍ରୀ ମ୍ୟାଚ
ନୂଆଦିଲ୍ଲୀ: କ୍ରିକେଟ୍ ପ୍ରଶଂସକମାନେ ବର୍ତ୍ତମାନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବିଷୟରେ ପାଗଳ। ସମସ୍ତେ ୨୦୨୪ ଆଇପିଏଲ ଉପଭୋଗ କରୁଛନ୍ତି। ଏହି ସମୟରେ ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ବିଶେଷ ...
