ଗିରଫ ହେଲେ କୁବେର ଆଇଟିଡିଏ ଅଧିକାରୀ, ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଧରିଲା ଭିଜିଲାନ୍ସ
ଭୁବନେଶ୍ବର: ଗିରଫ ହେଲେ କୁବେର ଆଇଟିଡିଏ ଅଧିକାରୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା-ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ବିଶ୍ବଦର୍ଶୀ ସାହୁଙ୍କୁ ବାନ୍ଧିଲା ଭିଜିଲାନସ । ଗିରଫ ପରେ ସୁନ୍ଦରଗଡ଼ ସ୍ବତନ୍ତ୍ର କୋର୍ଟ ଚାଲାଣ କରାଯାଇଛି। ଆୟବହିର୍ଭୂତ ସଂପତ୍ତି ...
