କିଟ୍ ବିଶ୍ବବିଦ୍ୟାଳର ଛାତ୍ରୀ ଆତ୍ମହତ୍ୟା ଘଟଣା, ଅଚ୍ୟୁତ ସାମନ୍ତଙ୍କୁ ଗିରଫ ପାଇଁ ବିଧାନସଭାରେ ଦାବୀ
ଭୁବନେଶ୍ବର: କିଟ ବିଶ୍ବବିଦ୍ୟାଳୟରେ ଗତକାଲି ନେପାଳର ଜଣେ ଛାତ୍ରୀ ଆତ୍ମହତ୍ୟା ଘଟଣା ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ଆଜି ଏ ନେଇ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠିଛି। ଆଜି ବିଧାନସଭାର ଶୂନ୍ୟକାଳରେ ତାଙ୍କୁ ଗିରଫ କରିବା ପାଇଁ ପ୍ରଶ୍ନ ଉଠିଛି। ଏହି ...
