କେଜରିଓ୍ବାଲଙ୍କ ବଡ଼ ବୟାନ, ଦେବି ନାହିଁ ଇସ୍ତଫା ଜେଲ୍ରୁ ଚଳାଇବି ସରକାର !
ନୂଆଦିଳ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲ ଜୁନ ୨ରେ ଆତ୍ମସମର୍ପଣ କରିବେ। ଲୋକ ସଭା ନିର୍ବାଚନ ପ୍ରଚାର କରିବା ପାଇଁ ସୁପ୍ରିମକୋର୍ଟ ତାଙ୍କୁ ମେ ୧୦ ରେ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଏହାକୁ ...
