ଆୟକର, ସିବିଆଇ ଏବଂ ଇଡି ଯୋଗୁଁ ନେତାମାନେ ବିଜେପିରେ ଯୋଗ ଦେଉଛନ୍ତି: ସୁପ୍ରିୟା ସୁଲେ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ବାରାମତୀର ତିନିଥର ସାଂସଦ ସୁପ୍ରିୟା ସୁଲେ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ଆଦର୍ଶକୁ ପସନ୍ଦ କରି ବିରୋଧୀ ଦଳର ନେତାମାନେ ବିଜେପିରେ ଯୋଗ ଦେଉନାହାନ୍ତି, ବରଂ “ICE – ଆୟକର, ସିବିଆଇ ଏବଂ ଇଡି କାରଣରୁ ବିଜେପି ରେ ...
