ମନୋଜ ସାହୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ
ଭୁବନେଶ୍ୱର: ମନୋଜ ସାହୁଙ୍କୁ ବଡ଼ ଦାୟିତ୍ବ। ଆନ୍ତଃ କ୍ୟାଡର ଡେପୁଟେସନରେ ଆସିଥିବା ୨୦୦୬ ବ୍ୟାଚର ଆଇଏଏସ ଅଧିକାରୀ ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ଗୁରୁଦାୟିତ୍ବ ମିଳିଛି । ଅନ୍ୟପଟେ ବିଷ୍ଣୁପଦ ସେଠୀଙ୍କୁ ପଦରୁ ହଟାଇବା ପରେ ନିକଟରେ ...
