ପୁରୀରେ ମୋଦିଙ୍କ ରୋଡ ଶୋ, ବଡଦାଣ୍ଡରେ ବିଶାଳ ଜନସମୁଦ୍ର
ପୁରୀ(ଭିଓଭି): ନିର୍ବାଚନ ପ୍ରଚାରରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁରୀ ବଡଦାଣ୍ଡରେ ମେଗା ରୋଡ ଶୋ କରି ବିଜେପି କର୍ମୀ, ନେତା, ସମର୍ଥକ ଓ ଭୋଟରଙ୍କ ମନରେ ଉତ୍ସାହ ଭରିଛନ୍ତି । ହଜାର ହଜାର ଲୋକଙ୍କ ଉପସ୍ଥିତିରେ ବଡଦାଣ୍ଡରେ ସୃଷ୍ଟି ...
