୮ କୋଟିରୁ ଉର୍ଦ୍ଧ୍ଵ ଡ୍ରଗ୍ସ ଜବତ, ଅମୃତସର ବିମାନ ବନ୍ଦରରେ ଧରା ପଡିଲେ ମାଲେସିଆର ଯାତ୍ରୀ
ନୂଆଦିଲ୍ଲୀ : ଅମୃତସର ବିମାନବନ୍ଦରରେ ଜଣେ ଯାତ୍ରୀଙ୍କୁ ପ୍ରାୟ ୮ କୋଟି ଟଙ୍କା ମୂଲ୍ୟର ନିଶା ଦ୍ରବ୍ୟ ମାମଲାରେ ଗିରଫ କରାଯାଇଛି। କଷ୍ଟମ୍ସ ଅଧିକାରୀମାନେ ଆଜି ଏହି ସୂଚନା ଦେଇଛନ୍ତି। ଗିରଫ ଯାତ୍ରୀଙ୍କ ନାମ ମନଦୀପ ସିଂ। ଅଧିକାରୀ କହିଛନ୍ତି ଯେ, ...
