ଅର୍ଡର କଲେ ଲାପଟପ୍, ଆସିଲା ମାର୍ବଲ ଖଣ୍ଡ
ଭୁବନେଶ୍ବର:ସମ୍ବଲପୁରରେ ଜଣେ ଗ୍ରାହକ ୬୧ ହଜାର ଟଙ୍କା ଦେଇ ଆମାଜନରେ ଏକ ଲାପଟପ୍ ଅର୍ଡର କରିଥିଲେ। କିନ୍ତୁ, ଗତକାଲି ଯେତେବେଳେ ସେ ପ୍ୟାକେଟଟି ଖୋଲିଥିଲେ ସେତେବେଳେ ସେ ସେଥିରେ କେବଳ ମାର୍ବଲ୍ ପଥର ଖଣ୍ଡ ପାଇଥିଲେ। ସମ୍ବଲପୁର ଜିଲା ମୁଖ୍ୟାଳୟ ହସ୍ପିଟାଲ ...
