ଉମେରକୋଟ ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱତନ୍ତ୍ର ପର୍ଯବେକ୍ଷକ ପଦ୍ମିନୀ ଦିଆନ
ଉମରକୋଟ (ଭିଓଭି) : ଚଳିତ ନିର୍ବାଚନକୁ ଆଖି ଆଗରେ ରଖି ଉମରକୋଟ ବିଧାନସଭା ସିଟ ନିଜ ଅକ୍ତିଆରରେ ନେବା ପାଇଁ ବିଜେଡି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓ ବବି ଦାସଙ୍କ ଅନୁମୋଦନ କ୍ରମେ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନଙ୍କୁ ଉମରକୋଟ ନିର୍ବାଚନ ...
