ଜମ୍ମୁ ଆକ୍ରମଣରେ ପାକିସ୍ଥାନର ହାତ, ୨୦ ମିନିଟ ଯାଏଁ ବସ୍ କୁ ଗୁଳି ଚଳାଇଥିଲେ ୪ ଆତଙ୍କବାଦୀ
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ରିୟାସି ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏକ ବଡ଼ ଖୁଲାସା ହୋଇଛି। ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, ରିୟାସିର ପୌନି ଅଞ୍ଚଳରେ ଏହି ଆତଙ୍କବାଦୀ ଆକ୍ରମଣ ବିଦେଶୀ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିଲା। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ...
