ଫିଲିପାଇନ୍ସ କହିଲା ଭାରତ ଆମର ଘନିଷ୍ଠ ବନ୍ଧୁ, ଚୀନକୁ ଚେତାବନୀ
ନୂଆଦିଲ୍ଲୀ: ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନେଣ୍ଡ ମାର୍କୋସ ଜୁନିୟର ଭାରତକୁ ଏକ ବନ୍ଧୁ ଦେଶ ବୋଲି କହିବା ସହ ସମ୍ପର୍କକୁ ଆହୁରି ମଜବୁତ କରିବାକୁ କହିଛନ୍ତି। ସେ କହିଛନ୍ତି ଯେ, ଆଞ୍ଚଳିକ ସ୍ଥିରତା ପାଇଁ ଭାରତ ଏକ ସହାୟକ ସ୍ତମ୍ଭ ଅଟେ। ଏହା ...
